ଆଞ୍ଚଳିକ ବାଣପୁର ଏନଏସି ରାସ୍ତାରେ କୃତ୍ରିମ ପାର୍କର ଭ୍ରମ: ନଷ୍ଟ ହେଲା ହଜାର ହଜାର ଲିଟର ପାନୀୟ ଜଳ ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏନଏସି ର ଦୁଇ ନମ୍ବର ୱାର୍ଡ ଦାଶରଥିପୁର ଗ୍ରାମ…