ଆଜିର ଖବର କେନ୍ଦ୍ରାପଡାରେ ବୈଜୟନ୍ତ ଜିତିବା ପାଇଁ ଓଟିଭି ଟିମ କରୁଛନ୍ତି ପ୍ରଚାର, ସିଇଓଙ୍କ ନିକଟରେ ଅଭିଯୋଗ କଲା ବିଜେଡି ସମୀକ୍ଷା ବ୍ୟୁରୋ ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପ୍ରଚାର ବନ୍ଦ ବେଳେ ତାଙ୍କ ପାରିବାରିକ ମାଲିକାନାରେ ଥିବା ନ୍ୟୁଜ ଚ୍ୟାନେଲ ଓଟିଭି ବେଆଇନି ଭାବେ…