ଅପରାଧ କାର୍ ସହ ୧୧୪ କେଜି ଗଞ୍ଜେଇ ଜବତ: ଦୁଇ ଗିରଫ କଟକ: ନିର୍ଗୁଣ୍ଡି ଟୋଲ ଗେଟ୍ ନିକଟରେ ଆଜି କେନ୍ଦ୍ରାଚଂଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ଉ କରାଯାଇ କାର୍ ସହିତ ୧୧୪ କେଜି ଗଞ୍ଜେଇ ଜବତ କରାଯାଇଛି।…