ଜାତୀୟ ଖବର କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ପାଞ୍ଚୋଟି ଚଳଚିତ୍ର ବିଭାଗକୁ ମିଶାଇ ଗୋଟିଏ କରିବାକୁ କ୍ୟାବିନେଟର ଅନୁମୋଦନ ନୂଆଦିଲ୍ଲୀ, କେନ୍ତ୍ର ସରକାରଙ୍କ ଚଳଚିତ୍ର କ୍ଷେତ୍ରରେ ଥିବା ପାଞ୍ଚୋଟି ବିଭାଗକୁ ମିଶାଇ ଗୋଟିଏ ବିଭାଗ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ…