ଆଜିର ଖବର ଶେଷରେ କେରଳରେ ପହଞ୍ଚିଲା ମୌସୁମୀ: ବିଳମ୍ବ କଲା ଏକ ସପ୍ତାହ ନୂଆଦିଲ୍ଲୀ: କେରଳରେ ମୌସୁମୀ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, କେରଳର ମୌସୁମୀ ଜୁନ୍ ୧ ତାରିଖ ଠାରୁ ୭ ଦିନ ବିଳମ୍ବ ହୋଇଛି।…