କେ ଆନ୍ନାମଲାଇ

ଚେନ୍ନାଇ :  ତାମିଲନାଡୁ ରାଜନୀତିରେ କେ ଆନ୍ନାମଲାଇଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାକୁ ଆଜି ପୂର୍ଣ୍ଣବିରାମ ଲଗାଇଛନ୍ତି ତାମିଲନାଡୁ ବିଜେପି ସଭାପତି ନୈନାର ନାଗେନ୍ଦ୍ରନ ।…