କୋଚିଳା ନଦୀ

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବାଲିପାଟଣାଠାରେ କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ ଅଚାନକ ଧସିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଆତଙ୍କ ଦେଖାଦେଇଛି। ପ୍ରାପ୍ତ ସୂଚନା…