ଆଜିର ଖବର ଦୁର୍ବଳ ଅର୍ଥନୀତି ମଧ୍ୟରେ ସବୁଦିନ ପାଇଁ ଶେଷ ହେବ କି ଚୀନ୍ ର ଖେଳ? ନୂଆଦିଲ୍ଲୀ: ତିନି ବର୍ଷର କଠୋର କୋଭିଡ୍ ଲକ୍ଡାଉନ୍ ପରେ ଚୀନର ଅର୍ଥନୀତିରେ ଉନ୍ନତି ହୋଇନାହିଁ। ସାମ୍ପ୍ରତିକ ପରିସଂଖ୍ୟାନ ଏହା ଆଡକୁ ସୂଚିତ କରୁଛି। ଖୁଚୁରା ବିକ୍ରୟ, ଶିଳ୍ପ…