ଆଜିର ଖବର କ୍ଷମତାକୁ ଆସିଲେ କୋଭିଡ ତଥ୍ୟ ଲୁଚାଇଥିବା ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ: ଅଖିଲେଶ ଯାଦବ ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ରାଜ୍ୟର ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି। ବିଧାନସଭା ନିର୍ବାଚନ ପରେ ତାଙ୍କ ଦଳ ସରକାର…