ଆଜିର ଖବର ମହାରାଷ୍ଟ୍ରରେ ବଢୁଛି କରୋନା ବିପଦ: ୪୩ ଦିନରେ ୭୬ ହଜାରରୁ ଊର୍ଦ୍ଧ୍ଵ ପିଲା ହେଲେ ସଂକ୍ରମିତ ମୁମ୍ବାଇ: କରୋନା ଦ୍ଵିତୀୟ ଲହରୀରେ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି। ଏହି ଲହରୀରେ ଛୋଟ ଛୋଟ କୋମଳବତୀ ଛୁଆମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଜାନୁୟାରୀ ୧ ତାରିଖ…