ଆଜିର ଖବର ସୋଆକୁ ବଡ଼ ଗୌରବ: ଷ୍ଟାନଫୋର୍ଡ ତାଲିକାରେ ସୋଆର ୩୮ ଗବେଷକ ଭୁବନେଶ୍ୱର: ଷ୍ଟାନଫୋର୍ଡ ତାଲିକାରେ ଗବେଷକଙ୍କୁ ଦୁଇଟି ବର୍ଗରେ ସ୍ଥାନିତ କରାଯାଇଛି। କ୍ୟାରିୟର ଲଙ୍ଗ ଇମ୍ପାକ୍ଟ ଏବଂ ସିଙ୍ଗଲ୍ ଇୟର ଇମ୍ପାକ୍ଟ। ସୋଆର ୩୮ ଜଣଙ୍କ ମଧ୍ୟରୁ ୩୫…