କ୍ୱାରେଣ୍ଟାଇନ୍‌

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କ୍ୱାରେଣ୍ଟାଇନ୍‌ରେ ଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ବିଶେଷକରି ସେମାନଙ୍କ ହିମୋଗ୍ଲୋବିନ୍ ସ୍ତରରେ ସୁଧାର ଆସୁଥିବା ନେଇ…