ଆଜିର ଖବର ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ ସୋର : ଖଇରା କନିଷ୍ଠ ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମୋରମ ମଫିଆ । କୁପାରି ଅଞ୍ଚଳରେ ଚଢାଉ କରିବାକୁ ଯାଇଥିବାବେଳେ ଆକ୍ରମଣ ହୋଇଥିବାର ଅଭିଯୋଗ…