ସ୍ବାସ୍ଥ୍ୟ ୟୁରିକ୍ ଏସିଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଜାଣନ୍ତୁ କେଉଁ ଖାଦ୍ୟ ଖାଇବେ ଓ କାହାଠାରୁ ଦୂରେଇ ରହିବେ ୟୁରିକ୍ ଏସିଡ୍ ହେଉଛି ମଣିଷ ଶରୀରର ଏକ ପ୍ରାକୃତିକ ବର୍ଜ୍ୟ ପଦାର୍ଥ। ଶରୀରରେ ଏହାର ମାତ୍ରା ବୃଦ୍ଧି ପାଇଲେ ଏହା ହାଡ଼ର ଗଣ୍ଠିଗୁଡ଼ିକରେ ଜମା ହୋଇ ତୀବ୍ର…