ଆଜିର ଖବର ଆଜିଠାରୁ ଅନଲାଇନରେ ଖାଦ୍ୟ ଅର୍ଡର କରିବା ମହଙ୍ଗା, ଜୋତା ଉପରେ ଦେବାକୁ ପଡିବ ୧୨% ଜିଏସଟି ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭରୁ ଅନଲାଇନରେ ଖାଦ୍ୟ ସାମଗ୍ରୀ କିଣିବା ମହଙ୍ଗା ହେବାକୁ ଯାଉଛି। ଖାଦ୍ୟ ସାମଗ୍ରୀର ଅନଲାଇନ୍ ବିତରଣ କରୁଥିବା ସ୍ଵିଗୀ ଏବଂ ଜୋମାଟୋ ପରି…