ଜାତୀୟ ଖବର ଓଡିଶାରେ ହେବ ରାସନ ଏଟିଏମ, କାର୍ଡ ଭର୍ତ୍ତି କଲେ ବାହାରିବ ଚାଉଳ ଗହମ ଭୁବନେଶ୍ବର: ଏଟିଏମ ଅର୍ଥ ଆମେ ଜାଣୁ ଯେ, ଏକ ମେସିନରେ କାର୍ଡ ଭର୍ତ୍ତି କଲେ ଟଙ୍କା ବାହାରିବ। ହେଲେ ଏବେ ଓଡିଶାରେ ଏକ ନୂଆ ଏଟିଏମ ଲାଗୁ…