ବିଶେଷ ଖବର ସ୍ବଚ୍ଛ ଭାରତ ମିଶନ ଶହେ ପ୍ରତିଶତ ସଫଳ ବୋଲି ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ କେବେ ଦିନେ ସନ୍ଧ୍ୟାରେ ଆମ ଗଞ୍ଜାମ ରାସ୍ତାରେ ବୁଲିଦେଇ ଯିବେ କି?? କେଦାର ମିଶ୍ର ମୁଁ କାହାକୁ ବିଶ୍ଵାସ କରିବି- ନିଜକୁ ନା ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ? ଗତକାଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବାପୁଙ୍କ…