ଆଜିର ଖବର ସାତମାସ ପରେ ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରଥମ ଦିନରେ 258 ପର୍ଯ୍ୟଟକ ବାରିପଦା, କରୋନା ପାଇଁ ଦର୍ଘ ସାତମାସ ଧରି ବନ୍ଦ ଥିବା ଶିମିଳିପାଳ ଅଭୟାରଣ୍ୟ ଆଜି ବହୁ କଟକଣା ଭିତରେ ଖୋଲିଛି। ପ୍ରଥମ ଦିନରେ 258 ଜଣ ପର୍ଯ୍ୟଟକ…