ଆଞ୍ଚଳିକ ସରକାରୀ ଆଇନକୁ ତିର୍ତ୍ତୋଲ ଅବକାରୀ ବିଭାଗର ଫୁ, ଜନୈକ କନଷ୍ଟେବଳଙ୍କ ସହଯୋଗରେ କାରବାର ଅଭିଯୋଗ ରମେଶ ମହାନ୍ତି ଜଗତସିଂହପୁର: ସରକାରଙ୍କ (ଏନ୍.ଡି.ପି.ଏସ୍)ଆଇନକୁ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରାଯାଉଥିବା ଜଣାପଡୁଛି। ତିର୍ତ୍ତୋଲକୁ ନୂଆ କରି ଆସିଥିବା ଅବକାରୀ ଅଫିସରଙ୍କ ସରଳତାର…