ଅପରାଧ ବିଲକିସ୍ ବାନୋଙ୍କୁ ଝଟକା, ୧୧ ଦୋଷୀଙ୍କୁ ମୁକ୍ତ କରିବା ବିରୋଧ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ବିଲକିସ୍ ବାନୋ ଦାଖଲ କରିଥିବା ଦୁଇଟି ଆବେଦନ ମଧ୍ୟରୁ ଗୋଟିଏକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ବିଲକିସ୍ ବାନୋ ୨୦୦୨ ମସିହା ଗୁଜୁରାଟ ସାମ୍ପ୍ରଦାୟିକ…