ରାଜ୍ୟ ଖବର ଗଣେଷ ପୂଜା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଭୁବନେଶ୍ବର: ଆଜି ହେଉଛି ପବିତ୍ର ଗଣେଷ ପୂଜା। ସାରା ଓଡିଶାର ପୁରପଲ୍ଲୀରେ ଚାଲିଛି ଗଣନାଥଙ୍କ ଆରାଧନା। ଆଜି ସକାଳୁ ଏହି ପୂଜା ଆରମ୍ଭ ହୋଇଛି ଯାହା ଦଶଦିନ…