ଆଞ୍ଚଳିକ ଗାଈ ଚରାଇବାକୁ ଯାଇ ନାଳରେ ଭାସିଯାଇ ବୃଦ୍ଧ ମୃତ କନ୍ଦର୍ପ ବେହେରା ରେଢ଼ାଖୋଲ: ଗାଈ ଚରାଇବାକୁ ଯାଇ ନାଳରେ ଭାସି ଯାଇ ରେଢ଼ାଖୋଲ ଥାନା ମଧୁପୁର ଗ୍ରାମରେ ଜନୈକ ବୃଦ୍ଧ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି।…