Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗାଜର ଖାଇଲେ ଆଠ ପ୍ରକାର ରୋଗ ଦୂରରେ ରହିବ

ସ୍ୱାସ୍ଥ୍ୟ ଟିପ୍ସ:, ଗାଜର ସାଧାରଣତଃ ଏକ ପରିବା ଭାବେ ଗଣତି କରାଯାଇଥାଏ। ହେଲେ ଏଥିରେ ଭରି ରହିଛି ଅନେକ ଔଷଧୟ ଗୁଣ। ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣନ୍ତୁ ଗାଜର ଦ୍ବାରା କେଉଁ ରୋଗ ଭଲ ହୋଇଥାଏ।

1- ପ୍ରତିଦିନି ଗାଜର ରସ ପିଇବା କିମ୍ବା ଗାଜରକୁ ଛୋଟଛୋଟ କାଟି  ଚିନି ରସରେ ହାଲୁଆ ପରି ଖାଇଲେ ଅର୍ଶରୋଗ ଭଲ ହୋଇଥାଏ।

2- ପ୍ରତିଦିନ ଗାଜର ରସ ପାନ କଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।

3- ଗାଜର ରସ ଶହେ ଗ୍ରାମ, ବନ୍ଧାକୋବି ପତ୍ରରସ ପଚାଶ ଗ୍ରାମ, ପାଳଙ୍ଗ ରସ ପଚାଶ ଗ୍ରାମ ମିଶାଇ ପାନ କଲେ ରକ୍ତ ଅମାଶୟ ରୋଗ ଭଲ ହୋଇଥାଏ। ଏପରିକି ପେଟ ଭିତରେ ଘା ହୋଇଥିଲେ ତାହା ମଧ୍ୟ ଭଲ ହୋଇଥାଏ

4- ନିଆଁରେ ପୋଡି ହୋଇଥିବା ଘା ଉପରେ ଗାଜର ବଟା ପ୍ରଲେପ କଲେ ତାହା ଭଲ ହୋଇଥାଏ।

5- ଜଣ୍ଡିସ ରୋଗୀ ମଧ୍ୟ ଗାଜର ରସ ପାନ କଲେ ସେଥିରୁ ଉପଶମ ମିଳିଥାଏ।

6- ପିଲାମାନଙ୍କର ଦାନ୍ତ ଉଠୁଥିବା ସମୟରେ ଗାଜର ରସ ପିଇବାକୁ ଦେଲେ ଦାନ୍ତ ଶକ୍ତ ହେବା ସହ ଧାଡିରେ ଉଠିଥାଏ

7- ଗାଜର ରସ 200 ଗ୍ରାମ ଏବଂ ପାଳଙ୍ଗପତ୍ର ରସ 50 ଗ୍ରାମ ପାନ କଲେ କୋଷ୍ଠବଦ୍ଧତା ଦୂର  ହୁଏ।

8- ଗାଜର ରସ ପାନ କଲେ ମାନସିକ ଦୁର୍ବଳତା ମଧ୍ୟ ଭଲ ହୋଇଥାଏ।

Categories
ଆଜିର ଖବର ସ୍ବାସ୍ଥ୍ୟ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗାଜର ଖାଇଲେ ଆଠ ପ୍ରକାର ରୋଗ ଦୂରରେ ରହିବ

ନୂଆଦିଲ୍ଲୀ, ଗାଜର ସାଧାରଣତଃ ଏକ ପରିବା ଭାବେ ଗଣତି କରାଯାଇଥାଏ। ହେଲେ ଏଥିରେ ଭରି ରହିଛି ଅନେକ ଔଷଧୟ ଗୁଣ। ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣନ୍ତୁ ଗାଜର ଦ୍ବାରା କେଉଁ ରୋଗ ଭଲ ହୋଇଥାଏ।

1-ପ୍ରତିଦିନି ଗାଜର ରସ ପିଇବା କିମ୍ବା ଗାଜରକୁ ଛୋଟଛୋଟ କାଟି  ଚିନି ରସରେ ହାଲୁଆ ପରି ଖାଇଲେ ଅର୍ଶରୋଗ ଭଲ ହୋଇଥାଏ।

2-ପ୍ରତିଦିନ ଗାଜର ରସ ପାନ କଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।

3-ଗାଜର ରସ ଶହେ ଗ୍ରାମ, ବନ୍ଧାକୋବି ପତ୍ରରସ ପଚାଶ ଗ୍ରାମ, ପାଳଙ୍ଗ ରସ ପଚାଶ ଗ୍ରାମ ମିଶାଇ ପାନ କଲେ ରକ୍ତ ଅମାଶୟ ରୋଗ ଭଲ ହୋଇଥାଏ। ଏପରିକି ପେଟ ଭିତରେ ଘା ହୋଇଥିଲେ ତାହା ମଧ୍ୟ ଭଲ ହୋଇଥାଏ

4-ନିଆଁରେ ପୋଡି ହୋଇଥିବା ଘା ଉପରେ ଗାଜର ବଟା ପ୍ରଲେପ କଲେ ତାହା ଭଲ ହୋଇଥାଏ।

5-ଜଣ୍ଡିସ ରୋଗୀ ମଧ୍ୟ ଗାଜର ରସ ପାନ କଲେ ସେଥିରୁ ଉପଶମ ମିଳିଥାଏ।

6-ପିଲାମାନଙ୍କର ଦାନ୍ତ ଉଠୁଥିବା ସମୟରେ ଗାଜର ରସ ପିଇବାକୁ ଦେଲେ ଦାନ୍ତ ଶକ୍ତ ହେବା ସହ ଧାଡିରେ ଉଠିଥାଏ

7-ଗାଜର ରସ 200 ଗ୍ରାମ ଏବଂ ପାଳଙ୍ଗପତ୍ର ରସ 50 ଗ୍ରାମ ପାନ କଲେ କୋଷ୍ଠବଦ୍ଧତା ଦୂର  ହୁଏ।

8-ଗାଜର ରସ ପାନ କଲେ ମାନସିକ ଦୁର୍ବଳତା ମଧ୍ୟ ଭଲ ହୋଇଥାଏ।