ଆଜିର ଖବର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗାଜର ଖାଇଲେ ଆଠ ପ୍ରକାର ରୋଗ ଦୂରରେ ରହିବ ନୂଆଦିଲ୍ଲୀ, ଗାଜର ସାଧାରଣତଃ ଏକ ପରିବା ଭାବେ ଗଣତି କରାଯାଇଥାଏ। ହେଲେ ଏଥିରେ ଭରି ରହିଛି ଅନେକ ଔଷଧୟ ଗୁଣ। ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।…