ଆଜିର ଖବର ଯେଉଁ ଦିନ ଦେଶରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇବ, ସେଦିନ ଠୁ ଧର୍ମନିରପେକ୍ଷ ଆଉ ରହିବ ନାହିଁ: ଗୁଜୁରାଟ ଉପ-ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ: ଗୁଜୁରାଟର ଉପ-ମୁଖ୍ୟମନ୍ତ୍ରୀ ନିତିନ ପଟେଲ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଭାରତରେ ଅଧିକାଂଶ ହିନ୍ଦୁ ଅଛନ୍ତି, ସେ ପର୍ଯ୍ୟନ୍ତ ଭାରତରେ…