ଆଜିର ଖବର ଗୁରୁଙ୍କ ପ୍ରତି ସମ୍ମାନ ସ୍ୱରୂପ ଏନ୍ଏମ୍ଏସିସିର ସ୍ୱତନ୍ତ୍ର ଉତ୍ସବ “ପରମ୍ପରା’ ଆୟୋଜିତ ମୁମ୍ବାଇ/ ଭୁବନେଶ୍ୱର: ନୀତା ମୁକେଶ ଅମ୍ବାନି କଲ୍ଚରାଲ୍ ସେଂଟର (ଏନ୍ଏମ୍ଏସିସି)ର ସ୍ୱତନ୍ତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ “ପରମ୍ପରା’ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ନିର୍ଦ୍ଦେଶିକା ନୀତା ଅମ୍ବାନି ରିଲାଏନ୍ସର ପ୍ରତିଷ୍ଠାତା…