ଆଜିର ଖବର ନୟାଗଡ଼ରେ ରକ୍ତର ଅଭାବକୁ ଦୂର କରିବା ପାଇଁ ନିଜେ ଆଗେଇ ଆସି ରକ୍ତ ଦାନ କଲେ ସମ୍ବିତ ପାତ୍ର ନୟାଗଡ଼: ଉତ୍କଳମଣି ପଣ୍ଡିତ ଗୋପାବନ୍ଧୁ ଦାସଙ୍କର ୯୬ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡିଶାର ପ୍ରସିଦ୍ଧ ଖବରକାଗଜ ‘ସମାଜ’ ଏବଂ ‘ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର’…