ଆଜିର ଖବର ଗୋପାଳପୁର ବେଳାଭୁମିରେ ଲଜ୍ଜାଜନକ ଘଟଣା, ଯୁବତୀଙ୍କୁ ଗଣଦୁଷ୍କର୍ମ କରି ୭ ଅଟକ, ୩ ଚମ୍ପଟ୍ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୁରୁଷ ବନ୍ଧୁମାନଙ୍କ ସହ ଗୋପାଳପୁର ବେଳାଭୂମି ବୁଲି ଆସିଥିବା ଜନୈକା ଯୁବତୀକୁ କିଛି କାମାନ୍ଧ ଯୁବକ ଉଠାଇ ନେଇ ଗଣ ଦୁଷ୍କର୍ମ…