ଆଜିର ଖବର ଚଳଚ୍ଚିତ୍ର ‘ଡଷ୍ଟବିନ୍’ ର ସଙ୍ଗୀତ ଲୋକାର୍ପଣ କଲେ ବିଏମସି ମେୟର: ଏପ୍ରିଲ ୧୧ ରେ ହେବ ମୁକ୍ତିଲାଭ ଭୁବନେଶ୍ୱର: ଭୁବନେଶ୍ୱର କଳ୍ପନା ଛକ ସ୍ଥିତ କନିକା ଗ୍ୟାଲେରୀୟା ମଲ୍ ପରିସରରେ ଚଳଚ୍ଚିତ୍ର ‘ଡଷ୍ଟବିନ୍’ର ସଙ୍ଗୀତ ଲୋକାର୍ପିତ ହୋଇଯାଇଛି। ଖୋଲା ମଞ୍ଚ ଓ ଏକ ଭବ୍ୟ ସମାରୋହରେ…