ଆଜିର ଖବର ଏନଏମଏସିସି ପାଲଟିଛି ବିଶାଳ ସାଂସ୍କୃତିକ କେନ୍ଦ୍ର: ତିନି ବର୍ଷରେ ୩୫୦୦ ଶୋ ଏବଂ ୨୫ ଲକ୍ଷ ଦର୍ଶକ ମୁମ୍ବାଇ: ଭାରତୀୟ କଳା ଏବଂ ବିଶ୍ୱର ପ୍ରମୁଖ ସାଂସ୍କୃତିକ ଶୋ ଗୁଡ଼ିକୁ ଗୋଟିଏ ମଞ୍ଚରେ ଆଣିବାର ପ୍ରୟାସ ଗତ ତିନି ବର୍ଷ ମଧ୍ୟରେ ବଡ ଆକାର ନେଇଛି।…