ଆଜିର ଖବର ଜଳଜୀବନ ମିଶନ : ଆଜି ଗାନ୍ଧୀ ଜୟନ୍ତୀରେ ପାଣି ସମିତିର କର୍ମକର୍ତ୍ତାଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ଆଜି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କ ‘ଗ୍ରାମ ସ୍ୱରାଜ’ ବିଚାରକୁ ସମ୍ମାନ ଦେଇ ଦେଶର ସବୁ ଗ୍ରାମସଭାର ସ୍ୱତନ୍ତ୍ର ବୈଠକ ଆୟୋଜିତ ହେଉଛି…