ଆଜିର ଖବର ସନ୍ଦେହ ଲାଗିଲେ ଘରେ କରିପାରିବେ କରୋନା ପରୀକ୍ଷା, ଆଇସିଏମଆର ଦେଲା ଅନୁମତି ନୂଆଦିଲ୍ଲୀ, ବର୍ତ୍ତମାନ କରୋନା ଟେଷ୍ଟ କରିବା ପାଇଁ ଆଉ ଲମ୍ବା ଲାଇନରେ ଛିଡା ହେବାକୁ ପଡିବା ନାହିଁ। ଏଣିକି ଆପଣମାନେ ଘରେ ବସି ଟେଷ୍ଟ କରି ଜାଣିପାରିବେ…