ଆଜିର ଖବର ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟା ଅଭିଯୋଗ। ଜଣେ ପୁଅ ନିଜ ମା’ଙ୍କୁ ହତ୍ୟା କରି ଘର ଭିତରେ ଶବ…