ଚକ୍ରଧରପୁର ମଣ୍ଡଳ

ଭୁବନେଶ୍ୱର: ଚକ୍ରଧରପୁର ମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ନିର୍ଦ୍ଧାରିତ ତାରିଖଗୁଡ଼ିକରେ କେତେକ ଟ୍ରେନର ଚଳାଚଳରେ ପରିବର୍ତ୍ତନ କରାଯାଇଛି।…