ଆଜିର ଖବର ଚନ୍ଦ୍ରଯାନ-୩: ସାମାନ୍ୟ ବିରତି ନେଇ ଚନ୍ଦ୍ରର ନିକଟତର ହେବ ବିକ୍ରମ ଲ୍ୟାଣ୍ଡର, ଜାଣନ୍ତୁ କ’ଣ ହେବାକୁ ଯାଉଛି ନୂଆଦିଲ୍ଲୀ: ପ୍ରୋପଲସନ ମଡ୍ୟୁଲଠାରୁ ଅଲଗା ହୋଇ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ ଆଜି ଚନ୍ଦ୍ର ଆଡକୁ ପ୍ରଥମ ପଦକ୍ଷେପ ନେବ। ଇସ୍ରୋ ଅନୁଯାୟୀ, ଶୁକ୍ରବାର (୧୮ ଅଗଷ୍ଟ ୨୦୨୩)…