ଆଜିର ଖବର ୧୧ତମ ଚଳଚ୍ଚିତ୍ର ପୁରସ୍କାର ଓ କବି କଳାକାର ମହାକୁମ୍ଭରେ ସାମିଲ ହେଲେ ହଜାରରୁ ଅଧିକ କଳାକାର ଭୁବନେଶ୍ୱର: ଗୁରୁବାର ସକାଳ ୯ ଘଟିକା ସମୟରେ ଜୟଦେବ ଭବନ ଭୁବନେଶ୍ୱର ଠାରେ ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ର ୧୧ତମ ଚଳଚ୍ଚିତ୍ର ଉତ୍ସବ ମହାଡମ୍ବରରେ ଅନୁଷ୍ଠିତ…