Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୧ତମ ଚଳଚ୍ଚିତ୍ର ପୁରସ୍କାର ଓ କବି କଳାକାର ମହାକୁମ୍ଭରେ ସାମିଲ ହେଲେ ହଜାରରୁ ଅଧିକ କଳାକାର
ଆଜିର ଖବର

୧୧ତମ ଚଳଚ୍ଚିତ୍ର ପୁରସ୍କାର ଓ କବି କଳାକାର ମହାକୁମ୍ଭରେ ସାମିଲ ହେଲେ ହଜାରରୁ ଅଧିକ କଳାକାର

May 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗୁରୁବାର ସକାଳ ୯ ଘଟିକା ସମୟରେ ଜୟଦେବ ଭବନ ଭୁବନେଶ୍ୱର ଠାରେ ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ର ୧୧ତମ ଚଳଚ୍ଚିତ୍ର ଉତ୍ସବ ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ବାବୁ ସିଂ ବିଧାୟକ ଏକାମ୍ର ଭୁବନେଶ୍ୱର, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଚିକିଟି ବିଧାୟକ ମନୋରଞ୍ଜନ ଦାନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଂଜନ ବଡ଼ଜେନା, ଅଭିନେତା ହରିହର ମହାପାତ୍ର, ଅଭିନେତ୍ରୀ ଅନନ୍ୟା ମିଶ୍ର, ସଂଗୀତ ନିର୍ଦ୍ଧେଶକ ପ୍ରଶାନ୍ତ ପାଢ଼ୀ, ଅଭିନେତ୍ରୀ ପଲ୍ଲବୀ ପ୍ରିୟ ଦର୍ଶିନୀ ନାଥ, ନିର୍ଦ୍ଦେଶକ କୁନାଲ ପଟ୍ଟନାୟକ, କଣ୍ଠଶିଳ୍ପୀ ସୌଜନ୍ୟା ରଥ, ଅଭିନେତ୍ରୀ ମନୀଷା ମଞ୍ଜରୀ ମିଶ୍ର, କବି ଡ଼. ଆର୍ତତ୍ରାଣ ସାହୁ,ସମାଜସେବୀ ବିଜୟ କୁମାର ଜେନା, ହେମନ୍ତ କୁମାର ସାମନ୍ତରାୟ, ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, ଲଷ୍ମୀପ୍ରିୟା ପଣ୍ଡା, ଡ଼. ବନ୍ଦନା ହରିଚନ୍ଦନ, ଅତିଥି ଭାବେ ଯୋଗଦାନ କରିଥିଲେ।

ଅନୁଷ୍ଠାନର ସମ୍ପାଦକ ଡ଼. ପୂର୍ଣ୍ଣ ଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ଦେଇଥିଲେ। ମେଘ ମହ୍ଲାର ପବ୍ଲିକେସନ ତରଫରୁ କବି ନୀଳମଣି ସେଠିଙ୍କ ପ୍ରେମ ମନ୍ଦାକିନୀ କବିତା ସଂକଳନ ଉନ୍ମୋଚନ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ସାରା ଓଡିଶାରୁ କଳାହାଣ୍ଡି, ବଲାଙ୍ଗୀର ବୌଦ୍ଧ, ଫୁଲବାଣୀ, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଜିଲ୍ଲାରୁ ୧୫୦ କଳାକାରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

ଉତ୍ତମ ଶିକ୍ଷୟତ୍ରୀ ଭାବେ ଆରତୀ ବେହେରା, ଉତ୍ତମ ସାମ୍ବାଦିକ ଭାବେ ଜିତେନ୍ଦ୍ର କୁମାର ସାହୁ, ସରୋଜ କୁମାର ମୁଦୁଲି, ସମାଜସେବୀ ବିଜୟ କୁମାର ଜେନା ପ୍ରମୁଖ ଙ୍କୁ ଉପାଧି ରେ ଭୂଷିତ କରାଯାଇଥିଲା। ଅନୁଷ୍ଠାନର କର୍ମକର୍ତ୍ତା ଓମ ପ୍ରକାଶ ମହାଦେବ, ଚନ୍ଦନ ବିଶ୍ୱାଳ, ଶିବୁନ, ବିକାଶ, ନୀଳମାଧଵ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡ଼. ରୀନାବାଳା ସାହୁ ସଂଯୋଜନା କରିଥିଲେ।

ଜୟଦେବ ଭବନ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଟି-୨୦ରେ ତିନୋଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

September 14, 2026

ଖୁବ୍‌ଶୀଘ୍ର ବଜାରକୁ ଆସିବ ‘ଓମ୍‌ଫେଡ୍’ ପାଣି ଓ ଆଇସକ୍ରିମ୍: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

September 14, 2026

ମୁକ୍ତିଲାଭ କଲା ‘ରାମାୟଣ’ର ପ୍ରଥମ ମୋସନ୍ ପୋଷ୍ଟର: ‘ସିଆ ରାମ’ର ହୃଦୟସ୍ପର୍ଶୀ ପ୍ରଥମ ଝଲକ

September 14, 2026

ଅମିତ ଶାହାଙ୍କ ଘୋଷଣା: ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ UCC

September 14, 2026
Latest News

ପ୍ରଥମ ଟି-୨୦ରେ ତିନୋଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

September 14, 2026

ଖୁବ୍‌ଶୀଘ୍ର ବଜାରକୁ ଆସିବ ‘ଓମ୍‌ଫେଡ୍’ ପାଣି ଓ ଆଇସକ୍ରିମ୍: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

September 14, 2026

ମୁକ୍ତିଲାଭ କଲା ‘ରାମାୟଣ’ର ପ୍ରଥମ ମୋସନ୍ ପୋଷ୍ଟର: ‘ସିଆ ରାମ’ର ହୃଦୟସ୍ପର୍ଶୀ ପ୍ରଥମ ଝଲକ

September 14, 2026

ଅମିତ ଶାହାଙ୍କ ଘୋଷଣା: ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ UCC

September 14, 2026

ପୂର୍ବ ଶତ୍ରୁତାରୁ ରାଜଧାନୀରେ ଆତଙ୍କ, ଯୁବକଙ୍କୁ ମରଣାନ୍ତକ ସଂଘବଦ୍ଧ ଆକ୍ରମଣ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.