ଆଜିର ଖବର ଚାଉଳ ପ୍ରସଙ୍ଗକୁ ନେଇ ନାଟକ କରୁଛନ୍ତି ଧର୍ମେନ୍ଦ୍ର, ଅଭିଯୋଗ କଲା ବିଜେଡି ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏବେ ଏକ ନୂଆ ନାଟକ ଦେଖିବାକୁ ମିଳୁଛି । ଓଡ଼ିଶାରୁ ଉଷୁନା ଚାଉଳ କିଣିବା ପାଇଁ ଅନ୍ୟ ଜଣେ କ୍ୟାବିନେଟ…