ଆଜିର ଖବର ଏଫ୍.ସି.ଆଇ ସଂଗ୍ରହ କରୁଥିବା ମିଲିଙ୍ଗ ଅରୁଆ ଚାଉଳର ବୟସ ପରୀକ୍ଷା କରିବ ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଖାଦ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଅନୁସାରେ, ସେଣ୍ଟ୍ରାଲ ପୁଲରେ ପୁରୁଣା ଅରୁଆ ଚାଉଳ ଲଟ୍ ନନେବା ନିଶ୍ଚିତ କରିବାକୁ, ଏଫ୍.ସି.ଆଇ ଗତ ୧ ତାରିଖ…