ଅନ୍ତରାଷ୍ଟ୍ରୀୟ ହରିଦୀପ ସିଂକୁ ଆତଙ୍କବାଦୀ ବୋଲି ପ୍ରମାଣ ଦେବ ଏନ୍ଆଇଏ, ଚାର୍ଜସିଟରେ ଲୁଚି ରହିଛି ସମଗ୍ର ଅପରାଧ କାରନାମା ନୂଆଦିଲ୍ଲୀ: ଭାରତ ପକ୍ଷରୁ ପ୍ରମାଣ ଉପସ୍ଥାପନ କରାଯିବ ଯେ, ହରିଦୀପ ସିଂ ନିଜର ଜଣେ ଖାଲିସ୍ତାନୀ ଆତଙ୍କବାଦୀ। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ର ଚାର୍ଜସିଟରେ ଏହା…