ଆଜିର ଖବର ଭାଲୁ ଆକ୍ରମଣରେ ଚାଷୀ ଆହତ, ଡାକ୍ତରଖାନାରେ ଭର୍ତ୍ତି କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଥାନା ବଂଶାଜାଲ ପଂଚାୟତର ହେଲେଇ ଗ୍ରାମରେ ଜଣେ ଚାଷୀକୁ ଭାଲୁ ଆକ୍ରମଣ କରିବା ଫଳରେ ସେ ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ…