ବିଶେଷ ଖବର ଇଣ୍ଟରନେଟ୍ ଏବଂ ସ୍ମାର୍ଟଫୋନ୍ ବିନା UPI ମାଧ୍ୟମରେ ଆପଣ ପଠାଇ ପାରିବେ ଟଙ୍କା, ଜାଣନ୍ତୁ ଏହାର ପଦ୍ଧତି ନୂଆଦିଲ୍ଲୀ: ଭାରତରେ ଡିଜିଟାଲ୍ ପେମେଣ୍ଟ ବହୁତ ଲୋକପ୍ରିୟ ହୋଇଛି। ଚା’ ଦୋକାନ ହେଉ, ପନିପରିବା ବିକ୍ରେତା ହେଉ କିମ୍ବା ଏକ ବଡ଼ ଶୋ’ରୁମ୍ ହେଉ, ଅଧିକାଂଶ ଲୋକ…