ଆଜିର ଖବର ଚାଷୀ ଆନ୍ଦୋଳରେ ଚିକେନ ବିରିୟାନୀ ଖାଇ ବାର୍ଡ ଫ୍ଲୁ ସଂକ୍ରମଣ କରିବା ଷଡଯନ୍ତ୍ର: ବିଜେପି ବିଧାୟକ ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ରାଜସ୍ଥାନର ବିଜେପି ବିଧାୟକ ମଦନ ଦିଲାବର ଏକ ବିବାଦିତ ବୟାନ ଦେଇଛନ୍ତି। ଆନ୍ଦୋଳନରେ ଚିକେନ…