ଆଜିର ଖବର ଚିଲିକାରେ ଭାଙ୍ଗୁଛି ବିଜେଡି ଗଡ, ବିଜେପିରେ ସାମିଲ ହେଲେ ବହୁ ବିଜେଡି ନେତା ଭୁବନେଶ୍ବର: ଧିରେ ଧିରେ ଚିଲିକା ନିର୍ବାଚନ ମଣ୍ଡଳିରେ ବିଜେଡିର ଗଡ ଭାଙ୍ଗିବାରେ ଲାଗିଛି। ପ୍ରତିମାସରେ କିଛିନା କିଛି ବିଜେଡି ନେତା ଓ କର୍ମି ବିଜେପିରେ ମିଶିବାରେ ଲାଗିଛନ୍ତି।…