ଆଜିର ଖବର ଦ୍ଵିତୀୟ ଦିନରେ ଚିଲିକାରୁ 222 ହେକ୍ଟର ଅଞ୍ଚଳ ହେଲା ଘେରିମୁକ୍ତ ସୀତାରାମ ଅଗ୍ରୱାଲ ବାଲୁଗାଁ: ଗୁରୁବାର ଠାରୁ ଚିଲିକାରେ ବେଆଇନ ଘେରି ଉଛେଦ ଅଭିଯାନ ଜାରି ରହିଥିବା ବେଳେ ପ୍ରଥମ ଦିନରେ 105 ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି।…