ଆଜିର ଖବର ଚିଲିକା ପେଣ୍ଠ ନିକଟରୁ ଧୀବରଙ୍କ ମୃତ ଦେହ ଉଦ୍ଧାର ସୀତାରାମ ଅଗ୍ରୱାଲ ନାଚୁଣୀ: ଚିଲିକା ପେଣ୍ଠ ନିକଟରୁ ଜଣେ ଧୀବରଙ୍କ ଶବ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ସାନ…