ରାଜ୍ୟ ଖବର ବାଲୁଗାଁରେ ଆୟୋଜିତ ହେଲା ଚିଲିକା ବୋଇତ ବନ୍ଦାଣ ମହୋତ୍ସବ, ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଚିଲିକା ସମ୍ମାନ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି, ବାଲୁଗାଁର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି “ଚିଲିକା ବୋଇତ ବନ୍ଦାଣ ମହୋତ୍ସବ- ୨୦୨୪”।…