ଅପରାଧ ଘରେ ପଶି ଲାପଟପ ଚୋରି ଘଟଣା: ବାଣପୁରରୁ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ସୀତାରାମ ଅଗ୍ରୱାଲ ଚିଲିକା: ଘରେ ପଶି ଲାପଟପ ଚୋରି କରିନେଇଥିଲା ଚୋର। ଚୋରକୁ କାବୁ କରି ଗିରଫ କଲା ପୋଲିସ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା…