ଜାତୀୟ ଖବର ନକଲି ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଚିହ୍ନଟ କରିବା ପାଇଁ ବ୍ୟବହାର କରନ୍ତୁ ଏହି ଉପାୟ ନୂଆଦିଲ୍ଲୀ: ସୋରିଷ ତେଲ ହେଉଛି ଭାରତରେ ବହୁ ବର୍ଷ ଧରି ବ୍ୟବହୃତ ହେଉଥିବା ଖାଇବା ତେଲ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ।…