ଜାତୀୟ ଖବର ସୋନ ନଦୀ ଜଳବଣ୍ଟନ ପାଇଁ ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସୋନ ନଦୀର ଜଳ ବଣ୍ଟନ ଲାଗି ବିହାର ଏବଂ ଝାଡ଼ଖଣ୍ଡ ମଧ୍ୟରେ ଏକ ବୁଝାମଣାପତ୍ର…